ହାଇଦ୍ରାବାଦର ପୁନରଜନ  ଆୟୁର୍ବେଦ ଶ୍ରେଷ୍ଠ କାନ୍ସର ହସ୍ପିଟାଲ୍ ଅଟେ.  ଆୟୁର୍ବେଦ, ରୋଗ ପ୍ରତିରୋଧକ ଶକ୍ତି ଏବଂ ନେଚୂରାଲ୍ ଡିସିନଫେକ୍ସନ ପଦ୍ଧତିରେ ରୋଗୀଙ୍କୁ ସେମାନଙ୍କର ଆରୋଗ୍ୟ ଯାତ୍ରାରେ ସାହାଯ୍ୟ କରିଥାଏ | ଇଣ୍ଡିଆରେ ବହୁତ ଗୂଡାଏ ନେଚୁରାଲ୍ ହର୍ବ ଅଛି ଯାହା ଆୟୁର୍ବେଦ ମାଧ୍ୟାମ୍ ରେ କ୍ୟାନସର ରୋଗ ଭଲ କରିଥାଏ |

ପୁନରଜନ ଆୟୁର୍ବେଦରେ, ଆମେ କୋୖଣସି ସାୟଡ଼ ଏଫଫେକ୍ଟ  ନଥାଇ ସମସ୍ତ ପ୍ରକାର କାନ୍ସର ପାଇଁ ରସାୟନା ଆୟୁର୍ବେଦ ସହିତ ଚିକିତ୍ସା ଯୋଗାଇ ସର୍ବୋତ୍ତମ ତଥା ବ୍ୟକ୍ତିଗତ ଉପାୟ ପ୍ରଦାନ କରିଥାଉ | ଆମେ ସଫଳତାର ସହିତ କେବଳ କେତେକ ଜଟିଳ ମାମଲାକୁ ଚିକିତ୍ସା ଯୋଗାଇ ଦେଇନାହୁଁ ବରଂ ଚିକିତ୍ସା ସମୟରେ ସେମାନଙ୍କ ଜୀବନର ଗୁଣବତ୍ତା ମଧ୍ୟ ବୃଦ୍ଧି କରିଛୁ |

ଆଜି, ପୁନରଜନ ଆୟୁର୍ବେଦ “ଭ୍ରାତୃତ୍ୱର ଫ୍ରଣ୍ଟଲାଇନରେ!” ରେ ଛିଡା ହୋଇଛି | ଏପରି କିଛି ଉଦାହରଣ ଅଛି ଯେଉଁଠାରେ ମୋଡେନ୍ ସିଷ୍ଟମ୍ ଆୟୁର୍ବେଦକୁ  ୱେଷ୍ଟେନ ମେଡିସିନ୍ ସହିତ କ୍ୟାମ୍ପଲିମେଟ୍ରି  ଟ୍ରିଟ୍ ମେଣ୍ଟ ଭାଵେ  ଅ୍ନୁମତି ଦେଈଛି, କାରଣ ମୋଡେନ୍ ମେଡିସିନ୍ ଭଳି  ଆୟୁର୍ବେଦା ସମ୍ପୁରନ ରୋଗ ଭଲ ନ କରି ଟେମ୍ପରେରି ପେଈନ୍ ରିଲିଫ୍ ଦିଏ ନାହି..

ରାସାୟନ ବିଜ୍ଞାନ ରିଜୁଭିନେସନ୍ ପଦତିରେ କାନ୍ସର ଟ୍ରିଟ୍ ମେଣ୍ଟ କରିଥାଏ, ଯେଉଁଠାରେ ଏହା ରସା ଧାତୁ (ପ୍ଲାଜମା ସେଲ୍) ରେ ପ୍ରବେଶ କରେ ଏଵଂ ଅଗ୍ନିକୁ ପୁନର୍ବାର ଜାଗ୍ରତ କରି ଟିସୁକୁ ପୁନଜୀବିତ କରେ | ରିଜୁଭିନେସନ୍  ଚିକିତ୍ସା  ଶରୀରର କୋଷ, ଟିସୁ ଏବଂ ଅଙ୍ଗଗୁଡ଼ିକର ନବୀକରଣ, ପୁନ ନିର୍ମାଣ, ପୁନରୁଦ୍ଧାରରେ ସାହାଯ୍ୟ କରେ ଏବଂ ରୋଗପ୍ରତିରୋଧକ ଶକ୍ତି ଵଡେଇ ଥାଏ.

ଆମର ଅନେକ ସଫଳତାର କାହାଣୀ ଅଛି ଯାହାକୁ ଆପଣ ଆମର ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିପାରିବେ, ଯେଉଁଠାରେ ଆମର ରୋଗୀମାନେ ପାରମ୍ପାରିକ ଆୟୁର୍ବେଦର ଶକ୍ତି ସହ କାନ୍ସର ରୂ ମୂକ୍ତି ପାଈଛନ୍ତି.

 Dr. Bommu Venkateswara Reddy;  ପୁନରଜନ ଆୟୁର୍ବେଦ ର ଦୂରଦୃଷ୍ଟି ସମ୍ପନ୍ନ ପ୍ରତିଷ୍ଠାତା, ଉତ୍ସାହ ଏବଂ ଉତ୍ସର୍ଗର ପ୍ରକୃତ ପ୍ରତୀକ | ରସାୟନା ଆୟୁର୍ବେଦର ସମଗ୍ର ଆରୋଗ୍ୟ ଶକ୍ତି ଉପରେ ଏକ ଗଭୀର ଭରୋଶା ରଖି ପାରମ୍ପାରିକ ଜ୍ଞାନ ଏବଂ ଆଧୁନିକ ଜ୍ଞାନର ସନ୍ଧାନରେ 2 ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର ଉଲ୍ଲେଖନୀୟ ଯାତ୍ରା ଆରମ୍ଭ କରିଥିଲେ।

ପୁନରଜନ ଆୟୁର୍ବେଦ ହସପିଟାଲ୍ ଭାରତର ସର୍ବୋତ୍ତମ ଆୟୁର୍ବେଦିକ କାନ୍ସର ହସ୍ପିଟାଲ୍, ଯେଉଁଠାରେ ରୋଗୀମାନେ ବ୍ୟକ୍ତିଗତ ଧ୍ୟାନ, କଷ୍ଟୋମାଇଜ୍ ଚିକିତ୍ସା ଯୋଜନା ଏବଂ ଯତ୍ନ ଗ୍ରହଣ କରନ୍ତି | ଏପରି ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ପ୍ରାକୃତୀକ ଉପାୟରେ କାନ୍ସର ରୋଗର ଚିକିତ୍ସାରେ ପାରଦର୍ଶୀତା ରହିଛି ଏବଂ ହଜାର ହଜାର ଜୀବନକୁ ପରିବର୍ତ୍ତନ କରି ସୁସ୍ଥତା ଏବଂ ଆରୋଗ୍ୟ ପାଇଁ ମାର୍ଗ ପ୍ରଦାନ କରିଛନ୍ତି |

Dr. Bommu Venkateswara Reddy

ডাঃ বোম্মু ভেঙ্কটেশ্বর রেড্ডি

ପୁନରଜନ ଆୟୁର୍ବେଦ ର ଶାଖା  କେବଳ ଭାରତ ରେ ନୂଂହ ବରଂ ଆମେରିକାରେ ଭି ଉପଲବ୍ଧ ଅଛି. ଏହା ଆମେରିକାର  ଵେଷ୍ଟ  କାନ୍ସର ହସ୍ପିଟାଲ ନୁହେଁ ବରଂ ବିଦେଶରେ ଚିକିତ୍ସା ପାଇଁ ଆସୁଥିବା ଅସୂବିଧା  କୂ ଦୂଷ୍ଟିରେ ରଖି ଇଣ୍ଟରନେସନାଲ୍ ରୋଗୀଙ୍କୁ ଟ୍ରିଟ୍ ମେଣ୍ଟ ପାଇଁ   କୌଣସି ଆସୁଥିବା ନ ହୋଇ ଫରେେନ୍ ଟ୍ରାଭେଲିଙ୍ଗ ପାଇଁ  ସପୋଟ୍ କରିଥାଏ ,ଏେବଂ ଟ୍ରିଟ୍ ମେଣ୍ଟ ସମୟରେ ରୋଗି ଆଉ ପରିଵାର ସଭ୍ୟକୁ କୌଣସି ଅସୂବିଧା ନ ହୋଇ ଆମ ଟିମ୍ ସବୂ ପ୍ରକାର ଜାଗ୍ରତ ନେଇ ଥାଏ. ଆମ ସହିତ ରହିବା ସମୟରେ ଆପଣ ସବୁବେଳେ ଘର ଭଳି ଅନୁଭବ କରିବେ.

ଆମର ମୁଖିଅ ଲକ୍ଷ ହେଉୁଛି ଟ୍ରିଟ୍ ମେଣ୍ଟ ସହୟରରେ ଆପଣ କୌଣସି ବିଷୟରେ ଟେନସନ ନ ନେଇ କେଵଳ  ହେଲଥ୍ ଆଉ ରିକୋଭରି

ଉପରେ ପୋକସ୍ କରିପାରିଵେ.

যোগাযোগ করুন

পুনর্জন আয়ুর্বেদ ক্যান্সার হাসপাতাল হল হায়দ্রাবাদের সেরা ক্যান্সার হাসপাতাল, যা ক্যান্সার চিকিৎসার জন্য একটি অনন্য পদ্ধতির প্রস্তাব করে। রসায়ন আয়ুর্বেদের উপর আমাদের জোর দিয়ে, আমরা কেমোথেরাপি এবং রেডিয়েশনের একটি সামগ্রিক এবং প্রাকৃতিক বিকল্প প্রদান করি। আমাদের চিকিত্সাগুলি কোনও ক্ষতিকারক পার্শ্ব প্রতিক্রিয়া সৃষ্টি না করেই ক্যান্সার কোষগুলিকে নির্মূল করার জন্য ডিজাইন করা হয়েছে। পুনর্জন্মে, আমরা স্বাস্থ্য এবং সুস্থতা পুনরুদ্ধার করতে আয়ুর্বেদের নিরাময় শক্তিকে কাজে লাগাতে বিশ্বাস করি। একটি বিস্তৃত, কার্যকরী এবং নিরাপদ ক্যান্সার চিকিৎসার জন্য আমাদের হাসপাতাল বেছে নিন যা নিজেকে নিরাময় করার জন্য শরীরের সহজাত ক্ষমতার উপর ফোকাস করে।

বিশেষজ্ঞ ডাক্তার

স্পেশালাইজড ডাক্তাররা আপনার 3টি দোষের ভারসাম্য বজায় রাখতে সাহায্য করে – ভাত, পিত্ত এবং খাপা

সর্বোচ্চ সাফল্যের হার

এমনকি ক্যান্সারের শেষ পর্যায়ে ইমিউনোথেরাপির মাধ্যমে পুনরুদ্ধারের উচ্চ সম্ভাবনা।

আধুনিক প্রযুক্তি

25 বছর ধরে আমাদের শক্তিশালী গবেষণা ও উন্নয়ন দল রয়েছে।

বিনামূল্যে কাউন্সেলিং

আমাদের সেরা বিশেষজ্ঞ আয়ুর্বেদিক ডাক্তারদের সাথে বিনামূল্যে কাউন্সেলিং পান।

65,000+ Happy Patients

1,00,000+ Happy Patients

65,000+ Happy Patients

95% Success Rate

65,000+ Happy Patients

25+ Year of Experience

Our Locations

Hyderabad

Bangalore

Vijayawada

Chennai

US

Online